ଦୋଷଣ Doshaṇa

  • ସଂ. ବି. (ଦୁଷ୍ ଧାତୁ+ଭାବ. ଅନ) — ଅନ୍ୟଠାରେ ଦୋଷାର୍ପଣ — Laying the blame an another; blaming another
  • ସଂ. ବି. (ଦୁଷ୍ ଧାତୁ+ଭାବ. ଅନ) — ଅଭିଯୋଗ — Charge; accusation (Apte)