ଦୋଷଦର୍ଶୀ Doshadarṡī

  • ସଂ. ବିଣ. ପୁଂ. (ଦୋଷ+ଦୃଶ୍ ଧାତୁ+କର୍ତ୍ତୃ. ଇନ୍, 1 ମା. 1 ବ) — ଯେ ପରର ଦୋଷ ଖୋଜି ବୁଲେ; ଦୋଷଗ୍ରାହୀ — One who is on the look out for the faults of others; fault-finding; censorious