ଦୋଳାଇବା Doḻāibā

  • ଦେ. କ୍ରି (ସଂ. ଦୋଳି ଧାତୁ) — ଦୋଳି ପହଞ୍ଚାଇବା; ଝୁଲାଇବା; ସଞ୍ଚାଳିତ କରାଇବା — To cause to swing; to rock to and fro
  • ଦେ. କ୍ରି (ସଂ. ଦୋଳି ଧାତୁ) — ପତାକା ଦୋଳାଇ ରଙ୍ଗେ ପ୍ରସରିଲା ସିନ୍ଧୁ—ମାରୁତ— ରାଧାନାଥ. ଉଷା।