ଦୋଳଗୋବିନ୍ଦ Doḻagobinda

  • ଦେ. ବି — ଦୋଳଯାତ୍ରା ସମୟରେ ଦୋଳି ଖେଳିବା ପ୍ରକାରେ ସଜ୍ଜିତ ଶ୍ରୀକୃଷ୍ଣଙ୍କ ବିଗ୍ରହ — An idol of Ṡrīkṛushṇa arrayed for swinging during the Doḻaj̄ātrā
  • ଦେ. ବି — ଫଗୁଣ ମାସରେ ଦୋଳଗୋବିନ୍ଦେ ଦୋଳି ଖେଳୁଥାନ୍ତି ପରମାନନ୍ଦେ—ମୋ କାହ୍ନୁ ହେ—ଗଉଡ଼ଙ୍କ ବାରମାସୀଗୀତ।
  • ଦେ. ବି — ଲୋକମାନଙ୍କୁ ଦିଆଯିବା ନାମ — A name given to males