ଦୋଳାୟମାନ Doḻāyamāna

  • ସଂ. ବିଣ. ପୁଂ (ଦୋଳାୟ ନାମ ଧାତୁ କର୍ତ୍ତୃ. ଆନ) — ଝୁଲାଇବା — Rocking to and fro; oscillating
  • ସଂ. ବିଣ. ପୁଂ (ଦୋଳାୟ ନାମ ଧାତୁ କର୍ତ୍ତୃ. ଆନ) — ଇତସ୍ତତଃ ସଞ୍ଚାଳିତ — Rocked to and fro
  • ସଂ. ବିଣ. ପୁଂ (ଦୋଳାୟ ନାମ ଧାତୁ କର୍ତ୍ତୃ. ଆନ) — (ଲକ୍ଷଣାର୍ଥ) ସନ୍ଦିହାନ; ସଂଶୟାଭିଭୂତ — (figurative) Vacillating; wavering