ଦୋଳା Doḻā

  • ସଂ. ବି (ଦୋଳା+ସ୍ତ୍ରୀ. ଆ) — ଖଟିଆ; ହାନ୍ଦୋଳା; ଶିବିକା— ବିଶେଷ — Sedan chair
  • ସଂ. ବି (ଦୋଳା+ସ୍ତ୍ରୀ. ଆ) — ଖଟୁଳୀ; ଚଉଦୋଳ; ବିମାନ — A carrying chair
  • ସଂ. ବି (ଦୋଳା+ସ୍ତ୍ରୀ. ଆ) — ଝୁଲିବା ଯନ୍ତ୍ର — A swinging device; a swing
  • ସଂ. ବି (ଦୋଳା+ସ୍ତ୍ରୀ. ଆ) — ନୀଳଗଛ (ହି. ଶବ୍ଦସାଗର) — Indigo plant
  • ଦେ. ବି (ଅନାଦରାର୍ଥ) — ଦୋଳଗୋବିନ୍ଦର ଡାକ ନାମ — Name for calling Doḻagobinda