ଦେଶିଆ Deṡiā

  • ଦେ. ବିଣ (ସଂ. ଦେଶୀୟ; ଅନ୍ଯ ଦେଶବାଚକ ଶବ୍ଦ ପରେ ଲାଗେ; ଯଥା—ବଙ୍ଗଦେଶିଆ ଚୀନଦେଶିଆ) — ଦେଶୀୟ — Pertaining to a country
  • ଦେ. ବିଣ (ସଂ. ଦେଶୀୟ; ଅନ୍ଯ ଦେଶବାଚକ ଶବ୍ଦ ପରେ ଲାଗେ; ଯଥା—ବଙ୍ଗଦେଶିଆ ଚୀନଦେଶିଆ) — ମଫସଲିଆ; ଗ୍ରାମୀଣ — Resident of a village; rural
  • ପ୍ରାଦେ (ଜୟପୁର) ବି — ନୀଚ ଶୂଦ୍ରଜାତିବିଶେଷ — A low caste of Ṡūdras living in Jayapura