ଦେଶାନ୍ତର Deṡāntara
- ସଂ. ବି (ଅନ୍ଯ+ଦେଶ; କର୍ମଧା; ଅନ୍ଯ=ଅନ୍ତର, ପରନିପାତ) — ଅନ୍ଯ ଦେଶ — Another place
- ସଂ. ବି (ଅନ୍ଯ+ଦେଶ; କର୍ମଧା; ଅନ୍ଯ=ଅନ୍ତର, ପରନିପାତ) — ବିଦେଶ; ଦୂର ଦେଶ — A foreign country
- ସଂ. ବି (ଅନ୍ଯ+ଦେଶ; କର୍ମଧା; ଅନ୍ଯ=ଅନ୍ତର, ପରନିପାତ) — (ସଂ. ଦେଶ+ଅନ୍ତର) ନିର୍ବାସନ ଦଣ୍ଡ — Banishment; deportaton
- ସଂ. ବି (ଅନ୍ଯ+ଦେଶ; କର୍ମଧା; ଅନ୍ଯ=ଅନ୍ତର, ପରନିପାତ) — (ଭୂଗୋଳ ପରିଭାଷା)—ଉତ୍ତରମେରୁଠାରୁ ଦକ୍ଷିଣମେରୁ ପର୍ଯ୍ୟନ୍ତ କଳ୍ପିତ ରେଖାର ସର୍ବମାନ୍ୟ ମଧ୍ୟରେଖାର ପୂର୍ବ ବା ପଶ୍ଚିମର ଦୂରତ୍ୱ; ଲମ୍ବାଂଶ (ହି. ଶବ୍ଦସାଗର) — (geography) Longitude
- ସଂ. ବି (ଅନ୍ଯ+ଦେଶ; କର୍ମଧା; ଅନ୍ଯ=ଅନ୍ତର, ପରନିପାତ) — [ଦ୍ର—ପୂର୍ବେ ଭୌଗଳିକ ବା ଜ୍ୟୋତିଷିକ ଗଣନା ପାଇଁ ଏହି ମଧ୍ୟରେଖା ଲଙ୍କା ବା ଉଜ୍ଜୟିନୀଠାରୁ ସୁମେରୁ ପର୍ଯ୍ୟନ୍ତ କଳ୍ପିତ ହେଉଥିଲା। ଆଜିକାଲି ଇଉରୋପର ଓ ଆମେରିକାର ଭିନ୍ନ ଭିନ୍ନ ସ୍ଥାନ ବାଟେ ଏ ରେଖା ଯାଉଥିବାର କଳ୍ପିତ ହେଉଅଛି। ଏହି ମଧ୍ୟରେଖାରୁ କୌଣସି ସ୍ଥାନର ଦୂରତ୍ୱ ସେହି କୋଣର ଅଂଶର ହିସାବରେ ଗଣନା କରା ଯାଉଅଛି—ହି. ଶବ୍ଦସାଗର।]