ଦେଶାନ୍ତରୀୟ Deṡāntarīya

  • ସଂ. ବିଣ (ଦେଶାନ୍ତର+ଭବାର୍ଥରେ ଈୟ) — ବିଦେଶୀୟ; ବିଦେଶରେ ଜାତ ବା ଉତ୍ପନ୍ନ — Foreign; produced in a foreign country
  • ସଂ. ବିଣ (ଦେଶାନ୍ତର+ଭବାର୍ଥରେ ଈୟ) — ଅନ୍ଯ ଦେଶବାସୀ — Residing in a foreign country
  • ସଂ. ବିଣ (ଦେଶାନ୍ତର+ଭବାର୍ଥରେ ଈୟ) — ଅନ୍ଯ ଦେଶସଂକ୍ରାନ୍ତ — Relating to another country