ଦେଶାଧିପ Deṡādhipa

  • ସଂ. ବି ( 6 ଷ୍ଠୀ ତତ୍; ଦେଶ+ଅଧିପ) — ରାଜା — King
  • ସଂ. ବି ( 6 ଷ୍ଠୀ ତତ୍; ଦେଶ+ଅଧିପ) — ଦେଶର ଶାସନକର୍ତ୍ତା — Ruler of a country