ଦେବ ସଭ୍ୟ Deba sabhya

  • ସଂ. ବି (ଦେବ=କ୍ରୀଡ଼ା+ସଭ୍ୟ) — ସଭିକ, ଦ୍ୟୁତ— ସଭାର ଅଧ୍ୟକ୍ଷ — The master of gambling
  • ସଂ. ବି (ଦେବ=କ୍ରୀଡ଼ା+ସଭ୍ୟ) — ଦେବସଭାର ସଦସ୍ୟ — A member of Debasabhā