ଦେବ ଯୋନି Deba j̄oni

  • ସଂ. ବି. (ବହୁବ୍ରୀହି. ଦେବ+ଯୋନି=ଉତ୍ପତ୍ତି ସ୍ଥାନ) ଉପଦେବତା; ଭୂତାଦି (ଦେବତା ଓ ମନୁଷ୍ୟଙ୍କ ମଧ୍ୟବର୍ତ୍ତୀ ପ୍ରାଣୀ) — Demi-god; ghost
  • ସଂ. ବି. (ବହୁବ୍ରୀହି. ଦେବ+ଯୋନି=ଉତ୍ପତ୍ତି ସ୍ଥାନ) (ଯଥା— ଏମାନେ ସ୍ୱର୍ଗ ଓ ଅନ୍ତରୀକ୍ଷରେ ରହନ୍ତି।)
  • ସଂ. ବି. (ବହୁବ୍ରୀହି. ଦେବ+ଯୋନି=ଉତ୍ପତ୍ତି ସ୍ଥାନ) ଦେବତାଙ୍କଠାରୁ ଉତ୍ପନ୍ନ ପ୍ରାଣୀ — Beings of divine origin
  • ସଂ. ବି. (ବହୁବ୍ରୀହି. ଦେବ+ଯୋନି=ଉତ୍ପତ୍ତି ସ୍ଥାନ) [ଦ୍ର—ବିଦ୍ୟାଧର, ଅପ୍ସରା, ଯକ୍ଷ, ଗନ୍ଧର୍ବ, ରାକ୍ଷସ, କିନ୍ନର, ପିଶାଚ, ଗୁହ୍ୟକ, ସିଦ୍ଧ, ଭୂତ ଏମାନେ ଦେବଯୋନି।]