ଦେବ ସେନା Deba senā
- ସଂ. ବି. ( 6 ଷ୍ଠୀ ତତ୍; ଦେବ+ସେନା) — ଦେବତା ମାନଙ୍କର ସୈନ୍ୟ — Army of the Gods
- ସଂ. ବି. ( 6 ଷ୍ଠୀ ତତ୍; ଦେବ+ସେନା) — କାର୍ତ୍ତିକେୟଙ୍କ ସ୍ତ୍ରୀ; ବ୍ରହ୍ମାଙ୍କ କନ୍ଯା — The wife of Kārttikeya and the daughter of Brahmā
- ସଂ. ବି. ( 6 ଷ୍ଠୀ ତତ୍; ଦେବ+ସେନା) — ସେକାଳେ ଇନ୍ଦ୍ର ଦେବସେନା ସୁମରିଲେ, ସେ ନାରୀ ସେହିକ୍ଷଣି ଇନ୍ଦ୍ର ପାଶେ ଗଲେ—କୃଷ୍ଣସିଂହ ମହାଭାରତ ବନ।
- ସଂ. ବି. ( 6 ଷ୍ଠୀ ତତ୍; ଦେବ+ସେନା) — [ଦ୍ର— ଏ ସାବିତ୍ରୀଙ୍କ ଗର୍ଭରୁ ଜାତ ହେଇଥିଲେ। ଏହାଙ୍କର ନାମାନ୍ତର ଷଷ୍ଠୀ ବା ମହାଷଷ୍ଠୀ; ଏ ସପ୍ତ ମାତୃକା ମଧ୍ୟରୁ ଜଣେ ଓ ଶିଶୁମାନଙ୍କ ରକ୍ଷିକା; ଏହାଙ୍କୁ ଥରେ କେଶୀ ଦାନବ ହରଣ କରି ନେଇଥିଲା। ଇନ୍ଦ୍ର ଏହାଙ୍କୁ ରକ୍ଷା କରି କାର୍ତ୍ତିକେୟଙ୍କ ସଙ୍ଗେ ଏହାଙ୍କୁ ବିବାହ ଦେଇଥିଲେ—ହି. ଶବ୍ଦସାଗର।]