ଦେବ ରାତ Deba rāta
- ସଂ. ବି. (ଦେବ+ରା. ଧାତୁ=ଦାନ କରିବା+କର୍ମ. ତ) ପରୀକ୍ଷିତ; ଅର୍ଜୁନଙ୍କ ପୌତ୍ର — Parīkshita, the grandson of Arjuna
- ସଂ. ବି. (ଦେବ+ରା. ଧାତୁ=ଦାନ କରିବା+କର୍ମ. ତ) ବିଶ୍ୱାମିତ୍ରଙ୍କ ପୁତ୍ର — Name of a son Biṡwāmitra
- ସଂ. ବି. (ଦେବ+ରା. ଧାତୁ=ଦାନ କରିବା+କର୍ମ. ତ) ଥୋଇଲେ ମୋ ପୁତ୍ରଙ୍କ ମେଳେ, ଦେବରାତ ତା ନାମ ଦେଲେ। ଜଗନ୍ନାଥ. ଭାଗବତ।
- ସଂ. ବି. (ଦେବ+ରା. ଧାତୁ=ଦାନ କରିବା+କର୍ମ. ତ) ଏକପ୍ରକାର ସାରସ ପକ୍ଷୀ — A kind of crane
- ବିଣ — ଦେବଦତ୍ତ — Given by the Gods
- ବିଣ — ଦେବ ରକ୍ଷିତ; ଦେବତାମାନଙ୍କ ଦ୍ୱାରା ରକ୍ଷିତ — Ptrotected by the gods