ଦୃନ୍ଭୂ Dṛun-bhū
- ସଂ. (ଦୃଭ୍ ଧାତୁ=ଭୀତ ହେବା+ଅପାଦାନେ ଊ) — ବଜ୍ର — Thunder
- ସଂ. (ଦୃଭ୍ ଧାତୁ=ଭୀତ ହେବା+ଅପାଦାନେ ଊ) — ସୂର୍ଯ୍ୟ — The sun
- ସଂ. (ଦୃଭ୍ ଧାତୁ=ଭୀତ ହେବା+ଅପାଦାନେ ଊ) — ରାଜା; ଭୂପତି — King
- ସଂ. (ଦୃଭ୍ ଧାତୁ=ଭୀତ ହେବା+ଅପାଦାନେ ଊ) — ସର୍ପ — Serpent; snake
- ସଂ. (ଦୃଭ୍ ଧାତୁ=ଭୀତ ହେବା+ଅପାଦାନେ ଊ) — ଚକ୍ର — Wheel