ଦୃତିହାର

  • ସଂ. ବି (ଦୃତି+ହୃ. ଧାତୁ+କର୍ତ୍ତୃ. ଅ) — ଦୃତିହରି (ଦେଖ) — Dṛutihari (See)
  • ସଂ. ବି (ଦୃତି+ହୃ. ଧାତୁ+କର୍ତ୍ତୃ. ଅ) — ଭିସ୍ତିବାଲା; ଚମ ମୁଣାରେ ପାଣି ବୋହୁଥିବା ଲୋକ — A vistee; one who carries water in a leathern bag