ଦୃଗ୍ଭୂ Dṛug-bhū

  • ସଂ. ବି. (ଦୃକ୍+ଭୁ ଧାତୁ+କର୍ତ୍ତୃ. କ୍ୱିପ୍) — ବଜ୍ର (ହି. ଶବ୍ଦସାଗର) — Thunder
  • ସଂ. ବି. (ଦୃକ୍+ଭୁ ଧାତୁ+କର୍ତ୍ତୃ. କ୍ୱିପ୍) — ସୂର୍ଯ୍ୟ (ହି. ଶବ୍ଦସାଗର) — The sun
  • ସଂ. ବି. (ଦୃକ୍+ଭୁ ଧାତୁ+କର୍ତ୍ତୃ. କ୍ୱିପ୍) — ସର୍ପ (ହି. ଶବ୍ଦସାଗର) — Serpent