ଦୃକ୍ସିଦ୍ଧ Dṛuk-siddha

  • ସଂ. ବିଣ. ( 3 ୟା ତତ୍; ଦୃକ ଦ୍ୱାରା ସିଦ୍ଧ=) — (ଜ୍ୟୋତିଷ) ଯାହା ଦେଖିବା ଦ୍ୱାରା ସିଦ୍ଧାନ୍ତ କରା ଯାଇଅଛି — (Astronomy) Arrived at after personal observation
  • ସଂ. ବିଣ. ( 3 ୟା ତତ୍; ଦୃକ ଦ୍ୱାରା ସିଦ୍ଧ=) — (ଯଥା—ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସାମନ୍ତଙ୍କ ପଞ୍ଜିକା ଦୃକ୍ସିଦ୍ଧ ଗଣନାଦ୍ୱାରା ଗଣିତ ।)