ଦୃଗଞ୍ଚଳ Dṛugan̄chaḻa

  • ସଂ. ବି. ( 6 ଷ୍ଠୀ ତତ୍; ଦୃକ୍+ଅଞ୍ଚଳ=ପ୍ରାନ୍ତ) — କଟାକ୍ଷ; ଆଖିର ବାଙ୍କ ଚାହାଣି — Side-glance
  • ସଂ. ବି. ( 6 ଷ୍ଠୀ ତତ୍; ଦୃକ୍+ଅଞ୍ଚଳ=ପ୍ରାନ୍ତ) — ଚଟୁଳତର ତରଳ ଦୃଚଞ୍ଚଳ ବଲ୍ଲଭ ବଦନେ ପଡ଼ିଲା । ପ୍ରାଚୀ. ଶିଶୁଶଙ୍କର. ଉଷାଭିଳାଷ ।
  • ସଂ. ବି. ( 6 ଷ୍ଠୀ ତତ୍; ଦୃକ୍+ଅଞ୍ଚଳ=ପ୍ରାନ୍ତ) — ପଲକ — Glance