ଦୃଚ୍ଛନା Dṛuchchhanā

  • ଦେ. ବି. (ସଂ. ସାଦୃଶ୍ୟ) — ତତ୍ ସ୍ୱରୂପତା; ତତ୍ସମତା — Semblance; likeness
  • ଦେ. ବି. (ସଂ. ସାଦୃଶ୍ୟ) — ରଙ୍ଗ ପ୍ରାୟେ ଦିଶେ ନୋହେ ରଙ୍ଗର ଦୃଚ୍ଛନା । ପ୍ରାଚୀ. ବ୍ରହ୍ମନିରୂପଣଗୀତା ।
  • ଦେ. ବି. (ସଂ. ସାଦୃଶ୍ୟ) — ଉଦାହରଣ — Example; illustration