ଦୁହାଁ Duhāñ

  • ଦେ. ବି. (ସଂ. ଦୁହ୍ ଧାତୁ) — ଦୋହନ; ଦୁହିଁବା — Milking
  • ଦେ. ବି. (ସଂ. ଦୁହ୍ ଧାତୁ) — ପର ଗାଇ ଦୁହାଁ ମୋତେ ନ ଆସେ—ଢଗ।
  • ଦେ. ବି. (ସଂ. ଦୁହ୍ ଧାତୁ) — ଦୁହିଁବା; ଆଙ୍ଗୁଠି ଦ୍ୱୟଦ୍ୱାରା ଚିପି କରି କୌଣସି ପଦାର୍ଥରୁ ରସଆଦି ଚିପୁଡ଼ିବା — Pressing a thing downwards with the fingers as in the act of milking
  • ଦେ. ବିଣ — ଯେ ଦୁଧ ଦେଉଥାଏ; ଦୁହାଁଳ — (a cow) Which gives milk
  • ଦେ. ବିଣ — ଦୁହାଁ ଗାଈ ଦୁହିଁଲା ବୁହା ବଳଦ ବୋହିଲା। ପ୍ରବଚନ।
  • ପ୍ରାଦେ. (ଗଞ୍ଜାମ) ବିଣ — ଦ୍ୱିତୀୟ ସନ୍ତାନ; ଦୁଆ — The second (son or daughter)