ଦୁହାଁଇବା Duhāñibā

  • ଦେ. କ୍ରି. (ଦୁହିଁଙ୍କର ଣିଜନ୍ତରୂପ) — ଅନ୍ୟଦ୍ୱାରା ଦୋହନ କରାଇବା — To cause another to milk
  • ଦେ. କ୍ରି. (ଦୁହିଁଙ୍କର ଣିଜନ୍ତରୂପ) — କହେ ବୀରବର ଦୁଃଖ ହର ହର ଶିରେ ସୁରଭୀ ଦୁହାଁଇବି। ଭଞ୍ଜ. ପ୍ରେମସୁଧାନିଧି।