ଦୁହାଁଳ Duhāñḻa

  • ଦେ. ବିଣ. ସ୍ତ୍ରୀ (ସଂ. ଦୋହନୀୟା) — ଦୋହନୀୟା; ଯେଉଁ ଗାଭୀ ଦୋହନ କରା— ଯାଉ ଥାଏ; ଯାହାଠାରୁ ଦୁଧ ଦୁହାଁ ଯାଉଥାଏ — Milch (cow); that which is being milked
  • ଦେ. ବିଣ. ସ୍ତ୍ରୀ (ସଂ. ଦୋହନୀୟା) — ଦୁଗ୍ଧବତୀ; ଯେଉଁ ଗାଈ ଦୁଧ ଦିଏ ଅର୍ଥାତ୍ ବରଡ଼ ନୁହେଁ — (cow) Giving milk; not yet become dry