ଦୁସ୍ରା Dus-rā

  • ପ୍ରାଦେ (ସମ୍ବଲପୁର) ବିଣ (ହି. ଦୁସରା) — ଅନ୍ଯ — Another
  • ପ୍ରାଦେ (ସମ୍ବଲପୁର) ବିଣ (ହି. ଦୁସରା) — ଦ୍ୱିତୀୟ — Second
  • ପ୍ରାଦେ (ସମ୍ବଲପୁର) ବିଣ (ହି. ଦୁସରା) — ଯୁଗ୍ମ ମଧ୍ୟରୁ ଏକତର — Duplicate; one of a pair