ଦୁଧ ସର Dudha sara
- ଦେ. ବି. (ସଂ. ଦୁଗ୍ଧ ଓ ସାର) — ଦୁଧ ସିଝାଇଲେ ତା ଉପରେ ଯେଉଁ ବହଳିଆ ଚୋପା ପରି ପ୍ରସ୍ତ ପ୍ରସ୍ତ ଘୃତାଂଶ ପଡ଼ି ଥାଏ — Cream of milk
- ଦେ. ବି. (ସଂ. ଦୁଗ୍ଧ ଓ ସାର) — ଘୁମୁସର ରାଜ୍ୟର ପର୍ବତବିଶେଷ — Name of a mountain in Ghumusar
- ଦେ. ବି. (ସଂ. ଦୁଗ୍ଧ ଓ ସାର) — ଅଭିହିତ ତାହା ଦୁଧସର ନାମେ, ସ୍ଥିତ ଘୁମୁସୁରେ ସେହୁ। ଚିନ୍ତାମଣି. ବିକ୍ରମାଦିତ୍ୟ।