ଦୁଧିଆ Dudhiā
- ଦେ. ବିଣ — ଦୁଧସମ୍ବନ୍ଧୀୟ — Pertaining to milk
- ଦେ. ବିଣ — ଦୁଧ ପରି ଧଳା — Milky; milk- white
- ଦେ. ବିଣ — (ଯଥା—ଦୁଧିଆ ମାଟିରେ ଭଲ ଫସଲ ହୁଏ।)
- ଦେ. ବିଣ — ଦୁଧ ଆଣିଥିବା (ବ୍ଯକ୍ତି) — (person) Carrying milk
- ଦେ. ବିଣ — (ଯଥା—ଦୁଧିଆ ବେହେରାମାନେ ସକାଳୁ 10 କୋଶ ବାଟ ଦୂରରେ ଦୁଧ ନେଇ ପହଞ୍ଚି ଗଲେ।) — (ଯଥା—ଦୁଧିଆ ବେହେରାମାନେ ସକାଳୁ10କୋଶ ବାଟ ଦୂରରେ ଦୁଧ ନେଇ ପହଞ୍ଚି ଗଲେ)
- ବି — ଦୁଧିଆ ଗୋଖର — A species of cobra snake
- ବି — (ସାପ ତଳେ ନୋଟ୍ ଦେଖ।)