ଦୁଧ ଭୁଣ୍ଡି Dudha bhuṇḍi

  • ଦେ. ବି. — ସ୍ତନର ଅଗ୍ରଭାଗର କ୍ଷୁଦ୍ର ଗୋଲକ, ଯାହାକୁ ମୁହଁରେ ପୁରାଇ ପିଲାମାନେ ଚୁଚୁମନ୍ତି; ଚୁଚୁକ — Nipple of the breast
  • ଦେ. ବି. — ଗାଈ ପହ୍ନାର ଚିର — Udder of the cow