ଦୁଧ ଦେବା Dudha debā

  • ଦେ. କ୍ରି.—(ସଂ. ଦୁଗ୍ଧ+ଦା ଧାତୁ) — ପିଲାକୁ ସ୍ତନ୍ଯ ପାନ କରାଇବା — To give suck or suckle a child
  • ଦେ. କ୍ରି.—(ସଂ. ଦୁଗ୍ଧ+ଦା ଧାତୁ) — (ଗୋରୁ, ମଇଁଷି ଆଦି) ଦୋହନ ଦ୍ୱରା ଦୁଗ୍ଧ ପ୍ରଦାନ କରିବା — To give milk (said of milch cows etc)