ଦୁଇ Dui
- ଦେ. ବି (ସଂ. ଦ୍ୱି, ଦ୍ୱୟ, ଦ୍ୱୌ; ପ୍ରା. ଦୁଅ; ତୁଳ. ଲା. ଦୁଓ; ଇ. ଟୁ; ଜର୍ମାନୀ. ଡୀଓ) — ଏକ ସଂଖ୍ୟାରେ ଏକ ସଂଖ୍ୟା ମିଶିଲେ ଯେଉଁ ସଂଖ୍ୟା ହୁଏ; ଦୁଇସଂଖ୍ୟା — The number two
- ବିଣ — ଦ୍ୱି ସଂଖ୍ୟକ — Numbering two
- ବିଣ — ଦ୍ୱିତୀୟ — Second
- ବିଣ — କେତେକ; ଅଳ୍ପ ସଂଖ୍ୟକ — 2. A few; a little
- ବିଣ — (ଯଥା—ତାଙ୍କ ସଙ୍ଗେ ମୁଁ ଦୁଇପଦ ଦୁଖସୁଖ ହେଲି ।)
- ଦେ. ଅ — (ପୁରୁଣା କାଳିଆ ଚାହାଳୀରେ ପ୍ରଚଳିତ ଶବ୍ଦ)— ବହିର୍ଦେଶ ଯିବାପାଇଁ ଛାତ୍ରର ଗୁରୁଙ୍କୁ ଅନୁମତି ପ୍ରାର୍ଥନା — A term used by a student of an old-fashioned village-school in Orissa while asking permission of the teacher to go out to ease himself
- ଦେ. ଅ — [ଦ୍ର—ପ୍ରସ୍ରାବ କରିବାକୁ ଯିବାପାଇଁ ଅନୁମତି ମାଗିଲା ବେଳେ ଛାତ୍ର 'ଏକ' ଶବ୍ଦ ଉଚ୍ଚାରଣ କରେ ।]