ଦୁଇ ଏକ Dui eka
- ଦେ. ବିଣ (ସଂ. ଦ୍ୱି+ଏକ) — କିଛି; କେତେକ — Some; a few; a little
- ଦେ. ବିଣ (ସଂ. ଦ୍ୱି+ଏକ) — (ଯଥା—ମୁଁ ଦୁଇ ଏକ କଥା କହିବି ।)
- ଦେ. ବିଣ (ସଂ. ଦ୍ୱି+ଏକ) — [ଦ୍ର—ଏହି 'କିଛି' ଅର୍ଥରେ ଦୁଇ ତିନି, ଦୁଇ ଚାରି ଇତ୍ୟାଦି ବ୍ଯବହୃତ ହୁଏ; ମାତ୍ର 'ଦୁଇ ଏକ' ଠାରୁ ସେ ସବୁ ପରିମାଣରେ ବା ସଂଖ୍ୟାରେ କିଞ୍ଚିତ୍ ଅଧିକ ବୁଝାଏ ।]