ଦୁଆରୀ ପୂଜା Duārī pūjā

  • ଦେ. ବି — ଗ୍ରାମର ଠାକୁରମାନେ ଯାତ୍ରା ଉପଲକ୍ଷରେ ଗ୍ରାମ ଦାଣ୍ଡରେ ଯିବା ସମୟରେ ପ୍ରତ୍ୟେକ ଗୃହସ୍ଥର ଦ୍ୱାର ସମ୍ମୁଖରେ କିଛି ସମୟ ଅପେକ୍ଷା କରିବା ଅବସ୍ଥାରେ ଦେବତାଙ୍କୁ ଯେଉଁ ନୈବେଦ୍ୟାଦି ଗୃହସ୍ଥ ଅର୍ପଣ କରେ — Offerings made to a Deity at the door of every villager when He is taken round along the village-road during festivals
  • ଦେ. ବି — ଗ୍ରାମର ଠାକୁରମାନେ ଯାତ୍ରା ଉପଲକ୍ଷରେ ଗ୍ରାମଦାଣ୍ଡରେ ଯିବା ସମୟରେ ପ୍ରତ୍ୟେକ ଗୃହସ୍ଥ ତାଙ୍କୁ ନିଜ ଦ୍ୱାର
  • ଦେ. ବି — ଦେଶରେ କିଛି ସମୟ ରଖାଇ ନାନାବିଧ ପୂଜା— ସାମଗ୍ରୀ ଦ୍ୱାରା ଯେଉଁ ପୂଜା କରେ — 2. The act of worshipping a village-Deity by offering sacraments at the door of each villager while the Deity is carried in procession along the village street