ଦୁଆଳିଆ Duāḻiā
- ବୈଦେ. ବିଣ. (ଫା. ଦିବାଲା) — ଦେବାଲିଆ; ଋଣ ପରିଶୋଧରେ ଅସମର୍ଥ — Insolvent
- ବୈଦେ. ବିଣ. (ଫା. ଦିବାଲା) — ନିର୍ଦ୍ଧନ; ଗରିବ — Poor; poverty-stricken
- ବୈଦେ. ବିଣ. (ଫା. ଦିବାଲା) — ଦାନ କରି କରି ନିଃସ୍ୱ — Reduced to poverty by giving away every thing
- ବୈଦେ. ବିଣ. (ଫା. ଦିବାଲା) — ସର୍ବସ୍ୱାନ୍ତ — 5. Exhausted to the last penny