ଦୀର୍ଘଫଳ Dīrgha phaḻa

  • ସଂ. ବି (ବହୁବ୍ରୀହି; ଦୀର୍ଘ+ଫଳ; ଏହାର ଫଳ ଲମ୍ବ ଥିବାରୁ) ଆରଗ୍ଦଧ; ସୁନାରୀଗଛ (ହି. ଶବ୍ଦସାଗର) (ଦେଖ) — Sunārī tree (See)
  • ସଂ. ବି. — ଦୀର୍ଘଫଳବିଶିଷ୍ଟ (ବୃକ୍ଷ) — (tree) Having long fruits