ଦୀର୍ଘପାଦ Dīrgha pāda

  • ସଂ. ବିଣ (ଦୀର୍ଘ+ପାଦ; ବହୁବ୍ରୀହି — ଯାହାର ଲମ୍ବ ଗୋଡ଼ ଅଛି; ଲମ୍ବପାଦିଆ; ତେଣ୍ଟେଇଗୋଡ଼ିଆ — Long-legged; long-footed
  • ବି — ବଢ଼ିଆକାଙ୍କ — The Adjutant bird
  • ବି — ସାରସ (ହି. ଶବ୍ଦସାଗର) — The Crane