ଦୀର୍ଘଫଳା Dīrghaphaḻā

  • ସଂ. ବିଣ. ସ୍ତ୍ରୀ (ଦୀର୍ଘଫଳ+ସ୍ତ୍ରୀ. ଆ) — ଦୀର୍ଘଫଳର ସ୍ତ୍ରୀଲିଙ୍ଗ — Feminine of Dīrghaphaḻa
  • ସଂ. ବି — ଜତୁକା ଲତା (ହି. ଶ) — A kind of creeper
  • ସଂ. ବି — କପିଳ ଦ୍ରାକ୍ଷା ଲତା (ହି. ଶବ୍ଦସାଗର) — A kind of vine with long grapes