ଦୀର୍ଘପାଦପ Dīrgha pādapa

  • ସଂ. ବି (ଦୀର୍ଘ+ପାଦପ; କର୍ମଧା) — ତାଳ ଗଛ — Palm tree
  • ସଂ. ବି (ଦୀର୍ଘ+ପାଦପ; କର୍ମଧା) — ଗୁଆ ଗଛ — The areca-nut tree
  • ସଂ. ବି (ଦୀର୍ଘ+ପାଦପ; କର୍ମଧା) — ନଡ଼ିଆ ଗଛ — The cocoanut tree (Apte)