ଦିଲାସା Dilāsā

  • ଦେ. ବି (ହିନ୍ଦିରୁ ଅନୁକୃତ) — ସାନ୍ତନା; ପ୍ରବୋଧ; ଆଶ୍ୱାସନା — Consolation; comfort
  • ଦେ. ବି (ହିନ୍ଦିରୁ ଅନୁକୃତ) — ଆଶା — Hope
  • ଦେ. ବି (ହିନ୍ଦିରୁ ଅନୁକୃତ) — ଦେବା ଦେବା ବୋଲି ଭଣ୍ଡିବା; ଦମ୍ ଦିଲାସା — Putting off on promises of giving something in future