ଦିଲୀପ Dilīpa
- ସଂ. ବି (ନାମ) — ସୂର୍ଯ୍ୟବଂଶୀୟ ଜନୈକ ରାଜା; ରଘୁଙ୍କ ପିତା — Name of a king belonging to the solar dynasty of ancient India; father of king Raghu
- ସଂ. ବି (ନାମ) — [ଦ୍ର—ଏ ଇକ୍ଷ୍ୱାକୁ ରାଜାଙ୍କ ବଂଶ ବା ସୂର୍ଯ୍ୟବଂଶରେ ଜନ୍ମିଥିଲେ। ବାଲ୍ମୀକି ଓ ହରିବଂଶଙ୍କ ମତରେ ଏ ରାଜା ସଗରଙ୍କ ପଣନାତି (ପ୍ରପୌତ୍ର), ଭଗୀରଥଙ୍କ ପିତା ଓ ରଘୁଙ୍କର ପଶଗୋସେଇଁ ବାପ (ପ୍ରପିତାମହ) ଥିଲେ। କାଳିଦାସଙ୍କ କୃତ ରଘୁବଂଶ ଅନୁସାରେ ଏ ପିତା ଥିଲେ।]
- ସଂ. ବି (ନାମ) — (ନାମ) ଚନ୍ଦ୍ରବଂଶୀ ରାଜା କୁରୁଙ୍କ ବଂଶଧର ଜଣେ ରାଜା (ହିନ୍ଦି. ଶବ୍ଦସାଗର) — Name of a king of the Lunar Dynasty of ancient India