ଦିଲ୍ଗିଲ୍ Dil-gil

  • ବୈଦେ. ବିଣ (ଫା. ଦିଲ୍ଗିର୍=ଶୋକାକୁଳ; ଦୁଃଖିତ; ତୁଳ. ଗୁଜୁରାଟି. ଦିଲ୍ଗିର୍) — ସନ୍ଦେହଯୁକ୍ତ (ମନ). — Dubious; doubtful
  • ବୈଦେ. ବିଣ (ଫା. ଦିଲ୍ଗିର୍=ଶୋକାକୁଳ; ଦୁଃଖିତ; ତୁଳ. ଗୁଜୁରାଟି. ଦିଲ୍ଗିର୍) — ବ୍ୟସ୍ତ; ବିଚଳିତ; ଉଦ୍ବିଗ୍ନ (ମନ) — Anxious; confused
  • ବୈଦେ. ବିଣ (ଫା. ଦିଲ୍ଗିର୍=ଶୋକାକୁଳ; ଦୁଃଖିତ; ତୁଳ. ଗୁଜୁରାଟି. ଦିଲ୍ଗିର୍) — ଅସ୍ଥିର (ମନ) — Restless (mind)
  • ବୈଦେ. ବିଣ (ଫା. ଦିଲ୍ଗିର୍=ଶୋକାକୁଳ; ଦୁଃଖିତ; ତୁଳ. ଗୁଜୁରାଟି. ଦିଲ୍ଗିର୍) — ଶୋକାକୁଳିତ — Grieved; sorrowful
  • ବି — ମନୋଦୁଃଖ — Sorrow; grief
  • ବି — ସନ୍ଦେହ — Doubt; suspicion
  • ବି — ମାନସିକ ଅସ୍ଥିରତା; ଉଦ୍ବେଗ — Mental-restlessness; anxiety