ଦିଲ୍ Dil
- ବୈଦେ. ବି (ଫା. ଦିଲ୍) — ଅନ୍ତଃକରଣ; ଛାତି — Heart
- ବୈଦେ. ବି (ଫା. ଦିଲ୍) — ମନ — Mind
- ବୈଦେ. ବି (ଫା. ଦିଲ୍) — ସାହସ — Courage
- ବୈଦେ. ବି (ଫା. ଦିଲ୍) — ସ୍ମରଣଶକ୍ତି — Power of remembering things. recollection; memory
- ବୈଦେ. ବି (ଫା. ଦିଲ୍) — ଇଚ୍ଛା — Desire; wish