ଦିବାଚର Dibāchara

  • ସଂ. ବିଣ. ପୁଂ (ଦିବା+ଚର ଧାତୁ+କର୍ତ୍ତୃ ଅ) — ଯେ ଦିବସରେ ବିଚରଣ କରେ — Walking or moving about in the day time
  • ସଂ.ବି — ପକ୍ଷୀ — Bird
  • ସଂ.ବି — ଚାଣ୍ଡାଳ — A man of the sweeper caste