ଦିବାନିଶ Dibāniṡa

  • ସଂ. ଅ. (ଦିବା+ନିଶି; ଦ୍ୱନ୍ଦ୍ୱ) — ଦିନରାତି; ଦିନ ଓ ରାତ୍ରି ବ୍ୟାପୀ; ଅହୋରାତ୍ର — Day and night continuously; continuing throughout the day and night