ଦିବାକର Dibākara

  • ସଂ.ବି (ଦିବା=ଦିନରେ+କର=କିରଣ ଯାହାର; ବହୁବ୍ରୀହି; ଅଥବା ଦିବା+କୃ ଧାତୁ+କର୍ତ୍ତୃ. ଅ) — ସୂର୍ଯ୍ୟ — The sun
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to (males)