ଦିବାତନ Dibātana

  • ସଂ. ବିଣ (ଦିବା+ଘଟିବା ଅର୍ଥରେ ତନ) — ଦିନରେ ଘଟିବା — Happening in the day time
  • ସଂ. ବିଣ (ଦିବା+ଘଟିବା ଅର୍ଥରେ ତନ) — ଦୈନିକ — Daily
  • ସଂ. ବି — ଏକ ଦିନର ମଜୁରି (ହି. ଶବ୍ଦସାଗର) — A days' wages