ଦିକ୍କ Dikka

  • ସଂ. ବିଣ. ପୁଂ. (ଦିକ୍=ଅନୁକରଣ ଶବ୍ଦ+କର୍ତ୍ତୃ. କ; ଯେ ବକ୍ବକ୍ ଶବ୍ଦ କରେ) — ବିଂଶତି ବର୍ଷ ବୟସ୍କ କରିଶାବକ; ହାତୀ ଛୁଆ — A calf of an elephant