ଦିକ୍କୋଣ Dikkoṇa

  • ସଂ. ବି. (ଦିକ୍+କୋଣ; 6 ଷ୍ଠୀ ତତ୍) — ଦିଗମାନଙ୍କର କୋଣ — The intermediate points of a compass
  • ସଂ. ବି. (ଦିକ୍+କୋଣ; 6 ଷ୍ଠୀ ତତ୍) — [ଦ୍ର—ଅଗ୍ନି ,ବାୟୁ, ଈଶାନ, ନୈର୍ଋତ ଏହି ଚାରିଟି ଦିକ୍ କୋଣ।]