ଦିକ୍ ଚକ୍ର Dik-chakra

  • ସଂ.ବି. (ଦିକ୍+ଚକ୍ର; ରୂପକ କର୍ମଧା) — ଦିଗ୍ବଳୟ — Horizon
  • ସଂ.ବି. (ଦିକ୍+ଚକ୍ର; ରୂପକ କର୍ମଧା) — ଆଠ ଦିଗର ସମୂହ — The eight points of the compass collectively