ଦିକୁଳ Dikuḻa
- ଦେ. ବି. (ସଂ. ଦ୍ୱିକୁଳ) — ପିତୃବଂଶ ଓ ମାତୃବଂଶ — One's father's line and mother's line
- ଦେ. ବି. (ସଂ. ଦ୍ୱିକୁଳ) — କୌଣସି ବ୍ଯକ୍ତିର ପୁତ୍ରର ବଂଶଧରଗଣ ଓ କନ୍ୟାର ବଂଶଧରଗଣ — One's son's descendants and daughter's descendants
- ଦେ. ବି. (ସଂ. ଦ୍ୱିକୁଳ) — (ଯଥା— ତାର ପିଣ୍ଡ ଦେବାକୁ ଦିକୁଳରେ କେହି ନାହିଁ।)
- ଦେ. ବି. (ସଂ. ଦ୍ୱିକୁଳ) — (ସ୍ତ୍ରୀ ପକ୍ଷରେ) ପିତୃବଂଶ ଓ ଶ୍ୱଶୁରଙ୍କ ବଂଶ — (In the case of a Woman) One's father's line and Father-in-law's line