ଦିଆଶି Diāṡi
- ପ୍ରାଦେ. (ବାଲେଶ୍ୱର) ବି (ସଂ. ଦେବାଂଶ) — ସର୍ବଜ୍ଞ; ଭବିଷ୍ୟତ— ବକ୍ତା; ଚୋରି ଯାଇଥିବା ବା ହଜି ଯାଇଥିବା ବିଷୟରେ ଓ ଭବିଷ୍ୟତ୍ ସମ୍ବନ୍ଧେ ଯେ ଓର ବତାଏ — A foreteller; prophet
- ପ୍ରାଦେ. (ବାଲେଶ୍ୱର) ବି (ସଂ. ଦେବାଂଶ) — ଦୁଃଖୀର ସୁଖ ହେଲେ ସେ ଦିଆଶି ଦୁଆଶି ଦୁଆରକୁ ଯାଏ। ଢଗ।
- ପ୍ରାଦେ. (ବାଲେଶ୍ୱର) ବି (ସଂ. ଦେବାଂଶ) — [ଦ୍ର—ଦିଆଶି ଘରକୁ ପ୍ରଶ୍ନ ପଚାରିବାକୁ ଯିବା ଲୋକ ଦିଆଶି ପାଇଁ ସିଧା ଓ ଗୁଆ ନେଇ କରି ଯାଏ।]