ଦିଆଶଲାଇ ପେଡ଼ି Diāṡalāi peṟḍ̠i

  • ଦେ.ବି. (ସଂ. ଦୀପସଳାକା+ପେଟିକା) — ଯେଉଁ କାଠ ବା ଧାତୁ ମୟ ବାକ୍ସରେ ଦିଆଶଲାଇ କାଠ ଗୁ଼ଡ଼ିଏ ଭରତି ହୋଇଥାଏ ଓ ଯହିଁର କାନ୍ଥିରେ କାଠିର ମୁଣ୍ଡିକୁ ଘସିଲେ ତାହା ଜଳି ଉଠେ — Match-box